ଭାଟକୁମରଡ଼ାଠାରେ ଥିବା ଏକ ପଥର କୁଆଁରୀରେ ପଥର ଖସି ୩ଜଣ ଶ୍ରମିକଙ୍କ ମୃତ୍ୟୁ, ପୁରୁଷୋତ୍ତମ ଥାନା ପକ୍ଷରୁ ତଦନ୍ତ ଜାର ।

YouTube video

ପୁରୁଷୋତ୍ତମ ଥାନା ଅନ୍ତର୍ଗତ ଭାଟକୁମରଡ଼ାଠାରେ ଥିବା ଏକ ପଥରୁ କୁଆଁରୀରେ ପଥର ଖସି ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜେଣ ପୁରୁଷ ରହିଛନ୍ତି । ୨ମହିଳାଙ୍କ ଘର ଟାଂଗଡ଼ାପଲ୍ଲୀ ହୋଇଥିବାବେଳେ ମୃତ ପୁରୁଷଙ୍କ ଘର ଖଲିକୋଟ ଅଂଚଳର ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।