କରୋନାରେ କାର୍ଯ୍ୟରତ ସମୟରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ମିଡିଆ ଆଡ୍ଭାଇଜର ମାନସ ମଂଗରାଜ ଏକ ଭିଡିଓ ମାଧ୍ୟମରେ ସୁଚନା ଦେଇଛନ୍ତି ।