ମୁସଲମାନ ସମ୍ପ୍ରଦାୟ ତରଫରୁ ରମ୍ଜାନ ମାସ ପାଳନ ଆରମ୍ଭ, କରୋନା କଟକଣା ଯୋଗୁଁ ମସ୍ଜିଦ ଗୁଡ଼ିକରେ ସାମୁହିକ ନମାଜ ପାଠ ବନ୍ଦ ।

YouTube video

ମୁସଲମାନ ସମ୍ପ୍ରଦାୟ ତରଫରୁ ଶନିବାରଠାରୁ ରମ୍ଜାନ ମାସ ପାଳନ ଆରମ୍ଭ ହୋଇଯାଇଛି । ଏକମାସ ବ୍ୟାପୀ ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ଏପରି ପାଳନ କରିବେ । ତେବେ ଚଳିତ ମାସ କରୋନା କଟକଣା ଯୋଗୁଁ ମସ୍ଜିଦ ଗୁଡ଼ିକରେ ସାମୁହିକଭାବେ ନମାଜ ପାଠ ବନ୍ଦ କରାଯାଇଛି । ଫଳରେ ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ ମୁସଲମାନ ଭାଇମାନେ ଘରେ ଘରେ ସମଦୁରତା ଅବଲମ୍ବନ କରି ନମାଜ ପାଠ କରିଛନ୍ତି । ଏହି ରମ୍ୟାନ ମାସ ପାଇଁ ମୁସଲମାନ ଭାଇମାନେ ପରସ୍ପରକୁ ଶୁଭ କାମନା ଜଣାଇଛନ୍ତି ।