କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଖ୍ୟାତନାମା ଭାରୋତ୍ତଳନକାରୀ କେ.ରବି କୁମାରଙ୍କ ୧୦ହଜାର ଟଙ୍କା ଓ କୋଚ ସୀତା ପ୍ରସାଦ ପଟନାୟକଙ୍କ ୫ହଜାର ଟଙ୍କା ସହାୟତା ।

YouTube video

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଖ୍ୟାତନାମା ଭାରୋତ୍ତଳନକାରୀ କେ.ରବି କୁମାର ୧୦ହଜାର ଟଙ୍କା ଓ କୋଚ ସୀତା ପ୍ରସାଦ ପଟନାୟକ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଉଭୟେ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ଜରିଆରେ ଏପରି ସହାୟତା ରାଶି ପ୍ରଦାନ କରିଛନ୍ତି ।