ଗଂଜାମ ବ୍ଲକ୍ ଖଣ୍ଡି ଦେଉଳି ଓ ଦିଉଳିଗଡ଼ ରାସ୍ତାରେ ପିକ୍ଅପ ଭ୍ୟାନ ଓଲଟି ୩ଜଣ ମୃତ୍ୟୁ, ୮ଜଣ ଆହତ ।

YouTube video

ଗଂଜାମ ବ୍ଲକ୍ର ଖଣ୍ଡି ଦେଉଳି ଓ ଦିଉଳିଗଡ଼ ରାସ୍ତାରେ ଏକ ପିକ୍ଅପ ଭ୍ୟାନ ଓଲଟି ୩ଜଣ ମୃତ୍ୟୁ ବରଣ କରିଥିବାବେଳେ ୮ଜଣ ଆହତ ହୋଇଥିବା ଖବର ମିଳିଛି । ସମସ୍ତେ ଗଂଜାମ ବ୍ଲକ୍ର ତିହିଡ଼ି ଗ୍ରାମର ବୋଲି ଥାନା ସୁତ୍ରରୁ ପ୍ରକାଶ । ରମ୍ଭା ପୋଲିସ ଏଥିନେଇ ତଦନ୍ତ ଜାରି ରଖିଛି । ଏହି ଶ୍ରମିକମାନେ ଏକ କ୍ରସର ୟୁନିଟକୁ ଗାଡ଼ିରେ ବସି ଯାଉଥିବାବେଳେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।