ଆକାଶରେ ସୁର୍ଯ୍ୟ ଚାରିପଟେ ଏକ ଗୋଲାକାର ବିରଳ ବଳୟ, ନସାଧାରଣଙ୍କ ମଧ୍ୟରେ ଉତ୍ସାହ, ବଳୟ ଦ୍ୱାରା ବର୍ଷା ସମ୍ପର୍କରେ ମିଳିବ ସୁଚନା ।

YouTube video

ରବିବାରଦିନ ଆକାଶରେ ସୁର୍ଯ୍ୟ ଚାରିପଟେ ଏକ ଗୋଲାକାର ବିରଳ ବଳୟ ଲକ୍ଷ୍ୟ କରାଯାଇଥିଲା । ଏହାକୁ ଦେଖି ବହୁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା । କେତେକ ଏପରି ବଳୟର ଚିତ୍ରକୁ ନିଜ ନିଜ ମୋବାଇଲ ମାଧ୍ୟମରେ ଉତ୍ତୋଳନ କରିଥିଲେ । ଏପରି ବଳୟ ଶୁଭ ସଂକେତ ବୋଲି କୁହାଯାଇଛି । ଏପରି ବଳୟ ଦ୍ୱାରା ବର୍ଷା ସମ୍ପର୍କରେ ସୁଚନା ମିଳିବ ବୋଲି ଜଣାପଡ଼ିଛି । ସୁର୍ଯ୍ୟ ପାଖରେ ବଳୟ ଥିଲେ ଡେରିରେ ବର୍ଷା ହୁଏ ଏବଂ ଦୁରରେ ବଳୟ ଥିଲେ ଶୀଘ୍ର ବର୍ଷା ହୁଏ ବୋଲି ବୈଜ୍ଞାନିକ ସୁତ୍ରରୁ କୁହାଯାଇଛି ।