Home State ରାମେୟା ପାଟଣାରେ ସମୁଦ୍ର କୁଳ ଲଂଘୁଛି

ରାମେୟା ପାଟଣାରେ ସମୁଦ୍ର କୁଳ ଲଂଘୁଛି

YouTube video

ରାମେୟା ପାଟଣା ସମୁଦ୍ର କୁଳରେ ବର୍ତ୍ତମାନ ସମୁଦ୍ର କୁଳ ଲଂଘୁଛି । ଫଳରେ ଏଠାରେ ରହୁଥିବା ବହୁ ମତ୍ସ୍ୟଜୀବୀ ପରିବାର ଭୟଭୀତ ହୋଇପଡ଼ିଛନ୍ତି । ସମୁଦ୍ରର ତୀବ୍ର ଲହଡ଼ି ଦ୍ୱାରା ଏଠାରେ ବହୁ ଘରଦ୍ୱାର ଭାଂଗି ଯାଇଛି । ତେଣୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ହୋଇପଡ଼ିଛି ।