ଗୋସାଇଁନୁଆଗାଁ ଓ ବିଜିପୁର ଅଂଚଳ ଦିନ ତମାମ ଜନସାଧାରଣଙ୍କ ଭୀଡ଼ ନଥିବା ଦେଖିବାକୁ ।

YouTube video

ଲକ୍ ଡାଉନ କଟକଣା ଯୋଗୁଁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ମହାନଗରର ବିଭିନ୍ନ ଅଂଚଳରେ ପନି ପରିବା, ସୌଦା, ଔଷଧ ଓ ଆମିଷ ବଜାର ଖୋଲା ରହୁଛି । ଏହି ସମୟରେ କିଛି ଜନସାଧାରଣ ଆବଶ୍ୟକ ସାମଗ୍ରୀ କ୍ରୟ କରୁଥିବାବେଳେ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏଗୁଡ଼ିକ ବନ୍ଦ ରହୁଥିବା ଯୋଗୁଁ ଘରୁ କେହି ବାହାରୁନଥିବା ପରିଲକ୍ଷିତ ହୋଇଛି । ଗୋସାଇଁନୁଆଗାଁ ଓ ବିଜିପୁର ଅଂଚଳ ଦିନ ତମାମ ଜନସାଧାରଣଙ୍କ ଭୀଡ଼ ନଥିବା ଦେଖିବାକୁ ମଳିଥିଲା । ତେବେ କିଛି ଲୋକ ଜରୁରୀ କାର୍ଯ୍ୟପାଇଁ ନିୟୋଜିତ ଥିବା ଯୋଗୁଁ ସେମାନେ ନିଜ କାର୍ଯ୍ୟପାଇଁ ଯାଉଥିବା ଲକ୍ଷ୍ୟ କରାଯାଇଛି ।