କରୋନ ମୁକାବିଲା ପାଇଁ ଗେଟବଜାର ଓ କମାପଲ୍ଲୀ ଭେଣ୍ଡିଂ ଜୋନ ଅଂଚଳରେ ବିଶୋଧନ ସ୍ପେ୍ର କଲା ଅଗ୍ନିଶମ ବିଭାଗ ।

YouTube video

କରୋନା ଭତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ଅଂଚଳରେ ବିଶୋଧନ ସ୍ପେ୍ର କରାଯାଇଛି । ଅଗ୍ନିଶମ କର୍ମଚାରୀମାନେ ଗାଡ଼ି ମାଧ୍ୟମରେ ଶୁକ୍ରବାର ଗେଟବଜାର ଓ କମାପଲ୍ଲୀ ଭେଣ୍ଡିଂ ଜୋନ୍କୁ କୋଭିଦ-୧୯ର ମୁକାବିଲା ପାଇଁ ଏପରି ସ୍ପେ୍ର କରିଥିଲେ । ଆଗାମୀ ଦିନରେ ମଧ୍ୟ ମହାନଗରର ଅନ୍ୟାନ୍ୟ ଅଂଚଳରେ କରୋନାକୁ ଦୃଷ୍ଟିରେ ରଖି ଏପରି ସ୍ପେ୍ର ଜାରି ରହିବ ବୋଲି ଅଗ୍ନିଶମ ଅଧିକାରୀ ସୁଚନା ଦେଇଛନ୍ତି ।