ମୁସଲିମ୍ ସମ୍ପ୍ରଦାୟ ତରଫରୁ କରୋନାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି । ଏପରି ଖାଦ୍ୟ ପାଇଁ ବହୁ ଜନସାଧାରଣ ଉପକୃତ ହୋଇପାରୁଛନ୍ତି । ମୁସଲିମ ସମ୍ପ୍ରଦାୟ ତରଫରୁ ପ୍ରତିଦିନ ଏପରି ଖାଦ୍ୟ ପ୍ରଦାନ କରାଯାଉଥିବା ମହମ୍ମଦ୍ ଫାୟାଜ୍ ଖାନ୍ ସୁଚନା ଦେଇଛନ୍ତି ।