
ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିପାଇଁ ଛତ୍ରପୁରର ଯୁବ ବ୍ୟବସାୟୀ ଡମ୍ବରୁଧର ସାହୁ ୧ଲକ୍ଷ ୧୧ହଜାର ୧୧୧ଟଙ୍କା ସହାୟତା କରିଛନ୍ତି । ସେ ଚେକ୍ ଆକାରରେ ଏହି ରାଶି ପ୍ରଦାନ କରିଛନ୍ତି । ଚେକ୍ ପ୍ରଦାନ ବେଳେ ତାଙ୍କ ପତ୍ନୀ ରେଣୁବାଳା ସାହୁ ଏବଂ କନ୍ୟା ଲିପିକା ସାହୁ ଉପସ୍ଥିତ ଥିଲେ ।






