ବିଜୁ ଯୁବ ବାହିନୀ ତରଫରୁ ରବିବାର କରୋନାକୁ ଦୃଷ୍ଟିରେ ରଖି ଷ୍ଟେସନ ପାଶ୍ୱର୍ ଅଂଚଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଖାଦ୍ୟ ବଣ୍ଟନ କରାଯାଇଥିଲା । ତାଲାବନ୍ଦ କଟକଣା ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ଫଳରେ ଏପରି ଖାଦ୍ୟ ପାଇ ବହୁ ଜନସାଧାରଣ ଉପକୃତ ହୋଇଥିଲେ ।