କରୋନାକୁ ଦୃଷ୍ଟିରେ ରଖି ଗିରିରୋଡ଼ସ୍ଥିତ ଗୁରୁଦ୍ୱାରା ପକ୍ଷରୁ ବହୁ ଗରୀବ ଅସହାୟଅବସ୍ଥାରେ ବସି ରହିଥିବା ରିକ୍ସାଚାଳକ, ଶ୍ରମିକ ଓ ଭିକ୍ଷୁକ ମାନଙ୍କୁ ଏପରି ଖାଦ୍ୟ ପୁଡ଼ିଆ ବଣ୍ଟନ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଗିରିରୋଡ଼ସ୍ଥିତ ଗୁରୁଦ୍ୱାରା ପକ୍ଷରୁ ବହୁ ଗରୀବ ଅସହାୟଙ୍କୁ ମାଗଣାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଭିନ୍ନ ସ୍ଥାନରେ ଅସହାୟ ଅବସ୍ଥାରେ ବସି ରହିଥିବା ରିକ୍ସାଚାଳକ, ଶ୍ରମିକ ଓ ଭିକ୍ଷୁକ ମାନଙ୍କୁ ଏପରି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା ।