ବରିଷ୍ଠ ନାଗରିକ ମଂଚ ତରଫରୁ କରୋନା ଭୁତାଣୁ ପାଇଁ ପରିବା ବ୍ୟବସାୟୀଙ୍କୁ ସାମାଜିକ ଦୁରତା ନେଇ ସଚେତନତା ।

YouTube video

ବରିଷ୍ଠ ନାଗରିକ ମଂଚ ତରଫରୁ କରୋନା ଭୁତାଣୁ ପାଇଁ ବିଜିପୁର ଅଂଚଳରେ ପରିବା ବ୍ୟବସାୟୀମାନଙ୍କୁ ସାମାଜିକ ଦୁରତା ନେଇ ସଚେତନ କରାଯାଇଥିଲା । ମଂଚର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା ଏହାର ନେତୃତ୍ୱ ନେଇଥିଲେ । ପ୍ରତ୍ୟେକ ବ୍ୟବସାୟୀ ବ୍ୟବସାୟ କରିବା ସମୟରେ ସମ ଦୁରତା ଅବଲମ୍ବନ କରିବାପାଇଁ ସଚେତନ କରାଯାଇଥିଲା । ଏଥିରେ ଗଣେଷ ଚନ୍ଦ୍ର ସାହୁ, ରବିନ୍ଦ୍ର ନାୟକ, ଭରତ ଜେନା, ରବିନ୍ଦ୍ର ମିଶ୍ର, ମଧୁସୁଦନ ସାହୁ ଓ ଦେବୀ ପ୍ରସାଦ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।