କରୋନାକୁ ଦୃଷ୍ଟିରେ ରଖି କମାପଲ୍ଲୀ ଭେଣ୍ଡିଂ ଜୋନ ରାସ୍ତା ପାଶ୍ୱର୍ରେ ବସୁଥିବା ମହିଳା ଓ ପୁରୁଷ ପରିବା ବିକାଳୀମାନଙ୍କୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମାକ୍ସ ବଣ୍ଟନ ।

YouTube video

କରୋନାକୁ ଦୃଷ୍ଟିରେ ରଖି କମାପଲ୍ଲୀ ଭେଣ୍ଡିଂ ଜୋନ ରାସ୍ତା ପାଶ୍ୱର୍ରେ ବସୁଥିବା ମହିଳା ଓ ପୁରୁଷ ପରିବା ବିକାଳୀମାନଙ୍କୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମାକ୍ସ ବଣ୍ଟନ କରାଯିବା ସହ କରୋନା ଭୁତାଣୁ ନେଇ ସଚେତନ କରାଯାଇଥିଲା । ଏଥିରେ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଏସ୍.ରାଣୀ, ବିଜେପି ନେତା ଶରତ ସାହୁ, ଏସ୍.ଶ୍ରିନିବାସ ରାଓ, ବାବୁଲା ସାହୁ ଓ ରବି କୁମାରଙ୍କ ସମେତ କିଛି କାର୍ଯ୍ୟକର୍ତ୍ତା ଏପରି ମାଗଣାରେ ମାକ୍ସ ବଣ୍ଟନ କରିବା ସହ ବ୍ୟବସାୟୀମାନଙ୍କୁ ସମଦୁରତା ରଖି ବ୍ୟବସାୟ କରିବାପାଇଁ ପରାମର୍ଶ ଦେଇଥିଲେ ।