ଖୋଡ଼ାସିଂଗି ଓ ଇଂଜିନିୟରିଂ ସ୍କୁଲ ଅଂଚଳରେ ଥିବା ପନିପରିବା ଓ ଚିକେନ ଦୋକାନ ସମଦୁରତା ଅବଲମ୍ବନ କରି ଗ୍ରାହକମାନଙ୍କୁ ଚିକେନ, ଅଣ୍ଡା ଓ ପନିପରିବା ବିକ୍ରି କରୁଥିବା ଲକ୍ଷ୍ୟ ।

YouTube video

କରୋନା ଭୁତାଣୁ ଯୋଗୁଁ ମହାନଗରର ଖୋଡ଼ାସିଂଗି ଓ ଇଂଜିନିୟରିଂ ସ୍କୁଲ ଅଂଚଳରେ ଥିବା ପନିପରିବା ଓ ଚିକେନ ଦୋକାନ ସକାଳ ୭ଟାରୁ ୧୨ଟା ଯାଏଁ ଖୋଲା ରହୁଛି । ଏଠାରେ ବ୍ୟବସାୟୀମାନେ କରୋନାକୁ ଦୃଷ୍ଟିରେ ରଖି ସମଦୁରତା ଅବଲମ୍ବନ କରି ଗ୍ରାହକମାନଙ୍କୁ ଚିକେନ, ଅଣ୍ଡା ଓ ପନିପରିବା ବିକ୍ରି କରୁଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲାପାଳ ଓ କମିଶନରଙ୍କ ପରାମର୍ଶକ୍ରମେ ବ୍ୟବସାୟୀମାନେ ଏପରି ବ୍ୟବସାୟ କରୁଥିବାବେଳେ ଏହି ଅଂଚଳର ଗ୍ରାହକମାନେ ମଧ୍ୟ ସଚେତନ ରହିଥିବା ଲକ୍ଷ୍ୟ କରାଯାଇଛି ।