Home Health & Life Style କରୋନା ଭୁତାଣୁ ସମୟରେ ଡାକ୍ତର, ନର୍ସ, ସ୍ୱେଛାସେବୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସ୍ୱାସ୍ଥ୍ୟସେବା ଜାରି ରଖିଥିବା...

କରୋନା ଭୁତାଣୁ ସମୟରେ ଡାକ୍ତର, ନର୍ସ, ସ୍ୱେଛାସେବୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସ୍ୱାସ୍ଥ୍ୟସେବା ଜାରି ରଖିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ୪ମାସ ପାଇଁ ଡାକ୍ତର, ନର୍ସ ମାନଙ୍କୁ ଆଗୁଆ ଦରମା ପ୍ରଦାନ ।

YouTube video

କରୋନା ଭୁତାଣୁ ସମୟରେ ଡାକ୍ତର, ନର୍ସ, ସ୍ୱେଛାସେବୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସ୍ୱାସ୍ଥ୍ୟସେବା ଜାରି ରଖିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମସ୍ତଙ୍କୁ କୃତଜ୍ଞତା ଓ ସାଧୁବାଦ ଅର୍ପଣ କରିଛନ୍ତି । ଆସନ୍ତା ୪ମାସ ପାଇଁ ଡାକ୍ତର, ନର୍ସ ମାନଙ୍କୁ ଆଗୁଆ ଦରମା ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯଦି କୌଣସି ବ୍ୟକ୍ତି ସେମାନଙ୍କ ଚିକିତ୍ସା ସମୟରେ ସମସ୍ୟା ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପଟନାୟକ ଏକ ଭିଡିଓ ଚିତ୍ର ମାଧ୍ୟରେ ପ୍ରକାଶ କରିଛନ୍ତି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଡାକ୍ତର ଓ ନର୍ସ ମାନଙ୍କୁ ସମସ୍ତେ ସହଯୋଗ ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି ।