
କରୋନାକୁ ଦୃଷ୍ଟିରେ ରଖି ମହାନଗରରେ ସ୍ୱଛତା କିପରି ରହିପାରିବ ସେଥିପାଇଁ ବିଭିନ୍ନ ୱାର୍ଡରେ ସଫେଇ ଭାଇ ଓ ସଫେଇ ଦିଦି ମାନେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । କର୍ମଚାରୀମାନେ ମାକ୍ସ ଓ ଗ୍ଲୋବ୍ସ ପରିଧାନ କରି ଏପରି ସଫେଇ କରିବାପାଇଁ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ପରାମର୍ଶ ଦେଇଛନ୍ତି । କରୋନାର ମହାମହାରୀକୁ ଦୃଷ୍ଟିରେ ରଖି ସଫେଇ କର୍ମଚାରୀଙ୍କ ଦିନରାତି ଏପରି କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି ।






