Home Regional କରୋନା ଭୁତାଣୁ ସମୟରେ ଖବରକାଗଜ ବିତରକ ମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଇନାହିଁ ବୋଲି...

କରୋନା ଭୁତାଣୁ ସମୟରେ ଖବରକାଗଜ ବିତରକ ମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଇନାହିଁ ବୋଲି ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ ସୁଚନା ।

କରୋନା ଭୁତାଣୁ ସମୟରେ ଖବରକାଗଜ ବିତରକ ମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଇନାହିଁ ବୋଲି ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ ସୁଚନା ଦେଇଛନ୍ତି । ଖବର କାଗଜ ବାଣ୍ଟୁଥିବା ହକରମାନଙ୍କୁ ପ୍ରତ୍ୟେକ ଘର ବୁଲି ଖବର କାଗଜ ବାଣ୍ଟିପାରିବେ ବୋଲି ସେ କହିବା ସହ ଏଥିପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସୁଚନା ଦିଆଯାଇଥିବା ଗଂଜାମ ଏସ୍ପି ରାୟ ପ୍ରକାଶ କରିଛନ୍ତି ।