ରାଜ୍ୟବ୍ୟାପୀ ଲକ୍ ଡାଉନ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କଡାକଡି ତେବେ କିଛି ପରିବା ବଜାର ଓ ମାଛବଜାରରେ ଜନସାଧାରଣଙ୍କ ଅତ୍ୟଧିକ ଭୀଡ ।

YouTube video

ରାଜ୍ୟବ୍ୟାପୀ ଲକ୍ ଡାଉନ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ବଳବତ୍ତର ରହିଛି । ତେବେ ଏହି କଟକଣାକୁ କିଛି ଲୋକ ମାନୁନଥିବା ପରିଲକ୍ଷିତ ହୋଇଛି । ବୁଧବାର ମହାନଗରର କିଛି ମାଛବଜାର, ପରିବା ବଜାରରେ ଜନସାଧାରଣଙ୍କ ଅତ୍ୟଧିକ ଭୀଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା । ଏହି କରୋନା ମହାମାରୀ ହୋଇଥିବା ଯୋଗୁଁ ଜନସାଧାରଣ ନିଜର ଏବଂ ନିଜ ପରିବାରର ସୁରକ୍ଷା ପାଇଁ ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।