Home Breaking ୩୦ଟି ଜିଲ୍ଳାରେ ଲକ୍ ଡାଉନ ଘୋଷଣା, ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତାଁବଶ୍ୟକିୟ ସାମଗ୍ରୀ...

୩୦ଟି ଜିଲ୍ଳାରେ ଲକ୍ ଡାଉନ ଘୋଷଣା, ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତାଁବଶ୍ୟକିୟ ସାମଗ୍ରୀ ଦୋକାନ ଖୋଲା ରଖିବାପାଇଁ ନିଷ୍ପତ୍ତି, ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ ।

YouTube video

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଳାରେ ଲକ୍ ଡାଉନ ଘୋଷଣା କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଏପରି ଲକ୍ ଡାଉନ ଘୋଷଣା କରାଯାଇଥିବାବେଳେ ଗଂଜାମ ଓ ବ୍ରହ୍ମପୁରରେ ମଧ୍ୟ ଏହି ଲକ୍ ଡାଉନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପନିପରିବା ଦୋକାନ, ଖାଉଟି ସାମଗ୍ରୀ ଖୋଲା ରଖିବାପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଖୀର ଦୋକାନ ଖୋଲିବାପାଇଁ ନିଷ୍ପତ୍ତି ହୋଇଛି । ବ୍ରହ୍ମପୁରବାସୀ ଏଥିରେ ସହଯୋଗ କରିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।