କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ର କେବଳ ସିଟି ହସ୍ପିଟାଲ୍ ଏବଂ ବଡ଼ ଡାକ୍ତରଖାନା ପରିସରରେ ଖୋଲା ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ର କେବଳ ସିଟି ହସ୍ପିଟାଲ୍ ଏବଂ ବଡ଼ ଡାକ୍ତରଖାନା ପରିସରରେ ଖୋଲା ରଖାଯାଇଛି । ଅନ୍ୟ ସମସ୍ତ କେନ୍ଦ୍ରରେ ଏହି ବ୍ୟବସ୍ଥା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ତେଣୁ ଡାକ୍ତରଖାନା ଗୁଡ଼ିକୁ ନିଜର ଚିିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଓ କିଛି ରୋଗୀଙ୍କ ପାଇଁ ଏହି ଆହାରକେନ୍ଦ୍ର ସୁବିଧା ଯୋଗାଇ ଆସୁଛି । ଏପରି ବ୍ୟବସ୍ଥା ପାଇଁ ବହୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।