ଜନତା କର୍ଫ୍ୟୁ ପାଇଁ ରବିବାର ଏସ୍ପି ପିନାକ ମିଶ୍ର ଏବଂ ଏସ୍ଡିପିଓ ବିଷ୍ଣୁ ପତିଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମହାନଗରରେ ସୁରକ୍ଷା ବ୍ୟବସ୍ଥା ନେଇ ତଦାରଖ ।

YouTube video

ଜନତା କର୍ଫ୍ୟୁ ପାଇଁ ରବିବାର ଏସ୍ପି ପିନାକ ମିଶ୍ର ଏବଂ ଏସ୍ଡିପିଓ ବିଷ୍ଣୁ ପତିଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମହାନଗରରେ ସୁରକ୍ଷା ବ୍ୟବସ୍ଥା ନେଇ ତଦାରଖ କରିଥିଲେ । ଯେପରି କୌଣସି ବ୍ୟକ୍ତି ଏହି କର୍ଫ୍ୟୁ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ ସେଥିପ୍ରତି ପୋଲିସ ବିଭାଗ ପକ୍ଷରୁ ଏହି ଜନତା କର୍ଫ୍ୟୁ ସମୟରେ ଦୃଷ୍ଟି ଦିଆଯାଇଥିଲା ।