Home Breaking ପ୍ରଧାନମନ୍ତୀଙ୍କ ତରଫରୁ ଡାକରା ଦିଆଯାଇଥିବା ଜନତା କର୍ଫ୍ୟୁ ଯୋଗୁଁ ଗଂଜାମ ଜିଲ୍ଲା ସମେତ ବ୍ରହ୍ମପୁର ମହାନଗର...

ପ୍ରଧାନମନ୍ତୀଙ୍କ ତରଫରୁ ଡାକରା ଦିଆଯାଇଥିବା ଜନତା କର୍ଫ୍ୟୁ ଯୋଗୁଁ ଗଂଜାମ ଜିଲ୍ଲା ସମେତ ବ୍ରହ୍ମପୁର ମହାନଗର ରାସ୍ତାଘାଟ ଶୁନ୍ଶାନ ।

YouTube video

କରୋନା ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଡାକରା ଦିଆଯାଇଥିବା ଜନତା କର୍ଫ୍ୟୁ ଯୋଗୁଁ ରବିବାର ଗଂଜାମ ଜିଲ୍ଲା ସମେତ ବ୍ରହ୍ମପୁର ମହାନଗର ଖାଁ ଖାଁ ଲାଗିଥିଲା । ସମ୍ପୁର୍ଣ୍ଣ ମହାନଗରରେ ଏହି ଜନତା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ଶୁନ୍ଶାନ ହେବା ସହ ସମସ୍ତ ଅଂଚଳ ଜନଶୁନ୍ୟ ପରିଲକ୍ଷିତ ହୋଇଥିଲା । ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଆଦରର ସହ ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା ।