Home Breaking କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଭିଡିଓ ଜାରି, ବିଭିନ୍ନ ଭିଡିଓ ମାଧ୍ୟମରେ...

କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଭିଡିଓ ଜାରି, ବିଭିନ୍ନ ଭିଡିଓ ମାଧ୍ୟମରେ କିପରି କରୋନା ଭୁତାଣୁ ରୋକାଯାଇପାରିବ ସେଥିନେଇ ପରାମର୍ଶ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତାମୂଳକ ଭିଡିଓ ଜାରି କରାଯାଇଛି । ଜିଲ୍ଳା ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ବିଭିନ୍ନ ଭିଡିଓ ମାଧ୍ୟମରେ କିପରି କରୋନା ଭୁତାଣୁ ରୋକାଯାଇପାରିବ ସେଥିନେଇ ପରାମର୍ଶ ଦିଆଯାଇଛି । ଏହି ଭୁତାଣୁପାଇଁ ସମସ୍ତ ଜନସାଧାରଣ ନିଜ ନିଜ ଘରେ ରହିବା ସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଯେ କୌଣସି କରୋନା ରୋଗୀଙ୍କ ସଂଷ୍ପର୍ସରୁ ଦୁରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅଯଥାରେ ଭୟଭୀତ ନ ହୋଇ ନିଜେ ନିଜକୁ ସୁରକ୍ଷିତ ରଖିବା ଉଚିତ ବୋଲି ଭିଡିଓ ମାଧ୍ୟମରେ ପରାମର୍ଶ ଦିଆଯାଇଛି । ସରକାରଙ୍କ ତରଫରୁ କରୋନା ସମ୍ପର୍କରେ ଦିଆଯାଉଥିବା ସୁଚନା ଅବଲମ୍ବନ କରିବାପାଇଁ କୁହାଯିବା ସହ ଗୁଜବରୁ ଦୁରେଇ ରହିବାକୁ ସଚେତନ କରାଯାଇଛି ।