ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ କରୋନାକୁ ଦୃଷ୍ଟିରେ ରଖି ସତର୍କତା ଓ ସଚେତନତା ବାର୍ତ୍ତା ନେଇ ବାଲୁକାକୃତୀ ପ୍ରଦର୍ଶନ ।

YouTube video

ବାଲୁକା ଶିଳ୍ପୀ ସତ୍ୟ ମହାରଣା କରୋନାକୁ ଦୃଷ୍ଟିରେ ରଖି ଏକ ସତର୍କତା ଓ ସଚେତନତା ବାର୍ତ୍ତା ନେଇ ଏକ ବାଲୁକାକୃତୀ ପ୍ରଦର୍ଶନ କରିଛନ୍ତି । ଏହି କରୋନାକୁ ଭୟ ନକରି ସମସ୍ତେ ଏକଜୁଟ ହୋଇ ପ୍ରଶାସନକୁ ସହଯୋଗ କରିବା ଉଚିତ ବୋଲି ସେ ଏହି କାଳକୃତୀ ମାଧ୍ୟମରେ ନିବେଦନ କରିଛନ୍ତି । ଥଣ୍ଡା, ଜ୍ୱର ଓ କାସ ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତିମାନେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାପାଇଁ ସେ କହିଛନ୍ତି ।