କରୋନା ଭୁତାଣୁ ଭୟାଭହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ୧୪୪ଧାରାକୁ ଉଛେଦ, କିନ୍ତୁ ଜାରି ରହିବ କଟକଣା

YouTube video

କରୋନା ଭୁତାଣୁ ଭୟାଭହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ୧୪୪ଧାରାକୁ ବୁଧବାର ଉଛେଦ କରାଯାଇଛି । ତେବେ ଏହି ଭୁତାଣୁକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ ବୋଲି କୁହାଯାଇଛି । କରୋନାର ଭୟାବହତା ଯୋଗୁଁ କୌଣସି ସ୍ଥାନରେ ଜନଗହଳି ନ କରିବାପାଇଁ ନିର୍ଦେଶ ଦିଆଯାଇଛି ।