ଚୈତ୍ର ମଂଗଳବାର ଉପଲକ୍ଷେ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ଆଶାନୁରୁପ ଭକ୍ତମାନଙ୍କ ଭୀଡ଼ ଲାଗି ରହିନଥିଲା ।

YouTube video

ଚୈତ୍ର ମଂଗଳବାର ଉପଲକ୍ଷେ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ଆଶାନୁରୁପ ଭକ୍ତମାନଙ୍କ ଭୀଡ଼ ଲାଗି ରହିନଥିଲା । ଏଠାରେ ବହୁ ଭକ୍ତ ମା ଠାକୁରାଣୀଙ୍କ ପୂଜା ପାଇଁ ମାକ୍ସ ପରିଧାନ କରିଥିବା ପରିଲକ୍ଷିତ ହୋଇଥିଲା । କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଗହଳି ନ କରିବା ପାଇଁ ନିର୍ଦେଶ ରହିଥିବା ଯୋଗୁଁ ଏହି ମନ୍ଦିରରେ ଭକ୍ତମାନଙ୍କ ଭୀଡ଼ ହୋଇନଥିଲା । ତେବେ ପୂଜକ ମାନଙ୍କ ଦ୍ୱାରା ଯଥାରିତି ନିୟମାନୁଯାୟୀ ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।