ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିଟି ଅଂଚଳର ଜଣେ ସଂଦିଗ୍ଧ କରୋନା ରୋଗୀ ଚିକିତ୍ସିତ ତେବେ ରୋଗୀଙ୍କ କରୋନା ଭୂତାଣୁ ନେଇ କୌଣସି ଲକ୍ଷଣ ନାହିଁ ବୋଲି କହିଲେ ଡାକ୍ତର ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିଟି ଅଂଚଳର ଜଣେ ସଂଦିଗ୍ଧ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ବଡ଼ ଡାକ୍ତରଖାନା ପକ୍ଷରୁ ସମସ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି । ତେବେ ଏହି ରୋଗୀଙ୍କ କରୋନା ଭୂତାଣୁ ନେଇ କୌଣସି ଲକ୍ଷଣ ନାହିଁ ବୋଲି ବଡ଼ ଡାକ୍ତରଖାନା ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଉମାଶଙ୍କର ମିଶ୍ର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ତେବେ ତାଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ସେ କହିଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଏଠାରେ ରହିଥିବା ସେ ସୁଚନା ଦେଇଛନ୍ତି ।