
ଗଂଜାମ ଔଷଧ ବ୍ୟବସାୟୀ ସଂଘ ଜିପିସିଡିଏ ତରଫରୁ ସିଟି ହସ୍ପିଟାଲ୍ ସମ୍ମୁଖରେ ହୋଲି ଉତ୍ସବ ପାଳନ କରାଯାଇଥିଲା । ଏଠାରେ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ଓ ସମ୍ପାଦକ ତଥା ୟୁସିଡିଏ ସଭାପତି ପି.ସତ୍ୟନାରାୟଣଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏଠାରେ ସଦସ୍ୟମାନେ ପରସ୍ପରକୁ ହୋଲିର ଶୁଭକାମନା ଜଣାଇ ପରସ୍ପରକୁ ହୋଲିର ରଂଗ ଲଗାଇଥିଲେ ।






