ପବିତ୍ର ହୋଲି ଉତ୍ସବ ଅବସରରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଜୟ ଜଗନ୍ନାଥ ମର୍ଣ୍ଣିଂ ୱାକ୍ କ୍ଲବ୍ ତରଫରୁ ସାମୁହିକ ଭାବେ ହୋଲି ଉତ୍ସବ ପାଳନ

YouTube video

ପବିତ୍ର ହୋଲି ଉତ୍ସବ ଅବସରରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଜୟ ଜଗନ୍ନାଥ ମର୍ଣ୍ଣିଂ ୱାକ୍ କ୍ଲବ୍ ତରଫରୁ ସାମୁହିକ ଭାବେ ହୋଲି ଉତ୍ସବ ପାଳନ କରାଯାଇଥିଲା । କ୍ଲବ୍ ସଭାପତି ନୃଂସିହ ପ୍ରସାଦ ପଟନାୟକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରସ୍ପରକୁ ରଂଗ ଲଗାଇବା ସହ ହୋଲି ଉତ୍ସବର ଶୁଭ କାମନା ଜଣାଇଥିଲେ ।