ୟୁଥ୍ ହଷ୍ଟଲ ଅଫ ଇଣ୍ଡିଆ ବ୍ରହ୍ମପୁର ଶାଖା ତରଫରୁ ମଂଗଳବାର ଅନ୍ନପୁର୍ଣ୍ଣା ବଜାର ଛକରେ ହୋଲି ଉତ୍ସବ ହର୍ଷ ଉଲ୍ଲାସର ପାଳନ । କରୋନା ଭୂତାଣ ଯୋଗୁଁ ସ୍ୱାସ୍ଥ୍ୟ ଅନୁକୁଳ ହୋଲି ଖେଳିବାପାଇଁ ଏଠାରେ ସଚେତନତା କରାଯାଇଥିଲା ।

YouTube video

ୟୁଥ୍ ହଷ୍ଟଲ ଅଫ ଇଣ୍ଡିଆ ବ୍ରହ୍ମପୁର ଶାଖା ତରଫରୁ ମଂଗଳବାର ଅନ୍ନପୁର୍ଣ୍ଣା ବଜାର ଛକରେ ହୋଲି ଉତ୍ସବ ହର୍ଷ ଉଲ୍ଲାସର ପାଳନ କରାଯାଇଥିଲା । ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ଓ ପଦ୍ମନାଭ ଦାଭେଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ଥିଲେ । କରୋନା ଭୂତାଣ ଯୋଗୁଁ ସ୍ୱାସ୍ଥ୍ୟ ଅନୁକୁଳ ହୋଲି ଖେଳିବାପାଇଁ ଏଠାରେ ସଚେତନତା କରାଯାଇଥିଲା ।