ବରିଷ୍ଠ ନାଗରିକ ମଂଚ ତରଫରୁ ଖଲିକୋଟ କଲେଜ ପଡ଼ିଆରେ ହୋଲି ପାଇଁ ଏଠାରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିରେ ତ୍ରିନାଥ ମହାରଣା ନେତୃତ୍ୱ ନେଇଥିଲେ । କରୋନା ଭୂତାଣୁ ଯୋଗୁଁ ହୋଲି ଖେଳ ସାବଧାନତା ନେଇ ଏଠାରେ ସଚେତନତା କରାଯାଇଥିଲା ।