ଦକ୍ଷିଣାଂଚଳ ଡିଆଇଜି, ବ୍ରହ୍ମପୁର ଏସ୍ପିଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ପରସ୍ପରକୁ ରଂଗ ଲଗାଇ ପାଳିଲେ ହୋଲି ।

YouTube video

ପବିତ୍ର ହୋଲି ଉତ୍ସବ ଅବସରରେ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିମାନେ ପରସ୍ପରକୁ ରଂଗ ଲଗାଇ ଉତ୍ସବକୁ ଉତ୍ସାହର ସହ ପାଳନ କରିଥିଲେ । ସେହିପରି ବହୁ ଗଣମାଧ୍ୟମ ବ୍ୟକ୍ତି ଏହି ହୋଲି ଉତ୍ସବରେ ସାମିଲ ହୋଇଥିଲେ ।