ବାଲାଜୀ ପେଣ୍ଠ ଦ୍ୱିତୀୟ ଗୌଡ଼ ସାହିସ୍ଥିତ ପ୍ରଭୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ପବିତ୍ର ଦୋଳ ପୁର୍ଣ୍ଣିମା ଅବସରରେ ନଗର ପରିକ୍ରମା ।

YouTube video

ବାଲାଜୀ ପେଣ୍ଠ ଦ୍ୱିତୀୟ ଗୌଡ଼ ସାହିସ୍ଥିତ ପ୍ରଭୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ପବିତ୍ର ଦୋଳ ପୁର୍ଣ୍ଣିମା ଅବସରରେ ନଗର ପରିକ୍ରମା କରାଯାଇଥିଲା । ଏହି ଅବସରରେ ଆଖପାଖ ଅଂଚଳର ବହୁ ଭକ୍ତ ଯୋଗଦେଇଥିଲେ । ଏଥିରେ ନିରଂଜନ ନନ୍ଦ, ନିମାଇଁ ଚରଣ ସାହୁ, କହ୍ନେଇ ସାହୁ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଅଭି ରାଉତ, ବଳଦେବ, ବାଳକୃଷ୍ଣ, ନିତ୍ୟାନନ୍ଦ ମଲ୍ଲୀକ, ଶିବ ଶଙ୍କର ସାହାଣୀ, ମିଟୁ ମହାଂକୁଡ଼, ସନିଆ ବେହେରା, ବିଜୟ ବେହେରାଙ୍କ ସମେତ ବହୁ ସାହି ବାସିନ୍ଦା ସହଯୋଗ କରିଥିଲେ ।