ପବିତ୍ର ଦୋଳପୁର୍ଣ୍ଣିମାରେ ଗୋସାଇଁନୁଆଗାଁ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ

YouTube video

ପବିତ୍ର ଦୋଳପୁର୍ଣ୍ଣିମା ଅବସରରେ ଗୋସାଇଁନୁଆଗାଁସ୍ଥିତ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ମୁଖ୍ୟ ପରିଚାଳକ ପଂଚାନନ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏପରି ଭେଷ କାର୍ଯ୍ୟକ୍ରମ ସହ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଂଚଳର ବହୁ ଭକ୍ତ ଯୋଗଦେଇଥିଲେ ।