ମାର୍ଚ୍ଚ ପହିଲାରୁ ଏଯାବତ ବ୍ରହ୍ମପୁର ସହରରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ୧୦ଲକ୍ଷ ୧୦ହଜାର ଟଙ୍କା ଜରିମାନା ଆଦାୟ ।

YouTube video

ମାର୍ଚ୍ଚ ପହିଲାରୁ ଏଯାବତ ବ୍ରହ୍ମପୁର ସହରରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ୧୦ଲକ୍ଷ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ୨୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଥିବାବେଳେ ୧୭ଜଣ ନିଶାସକ୍ତ ଗାଡ଼ି ଚାଳକ ଧରାପଡ଼ିଥିବା ବ୍ରହ୍ମପୁର ଟ୍ରାଫିକ ଥାନାଧିକାରୀ ସୁନୀଲ ବେହେରା ସୁଚନା ଦେଇଛନ୍ତି । ୧୦୪୧ଜଣ ହେଲମେଟ ନ ପିନ୍ଧି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିବାବେଳେ ସିଟ୍ ବେଲ୍ଟ ନ ବାନ୍ଧି କାର ଚଳାଉଥିବା ୪୩ଜଣ ଓ ୧୭ଜଣ ନୋ ଏଣ୍ଟ୍ରି ଜୋନ୍କୁ ଆସି ଜରିମାନା ଗଣିଥିବା ଥାନାଧିକାରୀ ବେହେରା କହିଛନ୍ତି ।