ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଆର୍ପିଏଫ୍ ତରଫରୁ ବିଶ୍ୱ ମହିଳା ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ।

YouTube video

ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଆର୍ପିଏଫ୍ ତରଫରୁ ବିଶ୍ୱ ମହିଳା ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆର୍ପିଏଫ୍ କର୍ମଚାରୀମାନେ ମହିଳା ଯାତ୍ରିଙ୍କୁ ଗୋଲାପ ଫୁଲ ଦେବା ସହ ଓ ଅନ୍ୟାନ୍ୟ ଯାତ୍ରୀଙ୍କୁ ମଧ୍ୟ ନିଜର ସୁରକ୍ଷା ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେଇଥିଲେ । ଏଥିରେ ଆର୍ପିଏଫ୍ ଥାନାଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।