
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନ ଔଷଧୀଦ୍ୱାରା ଲାଭାର୍ଥୀମାନଙ୍କ ସହ ଭିଡିଓ କନ୍ଫ୍ରେନ୍ସିଂ ଦ୍ୱାରା ଶନିବାର କଥାବାର୍ତ୍ତା କରିଥିଲେ । ବ୍ରହ୍ମପୁରରେ ଏହି କାର୍ଯ୍ୟକ୍ରମକୁ ବିିଜେପି କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇ ଦେଖିଥିଲେ । ଏଥିରେ ବିଜୟ ସ୍ୱାଇଁ, ପ୍ରଶାନ୍ତ କର, ସରୋଜ ସାବତ, ମଧୁସୁଦନ ସାହୁ, ସୁର୍ଯ୍ୟନାରାୟଣ ଦାସ, ଗଜେନ୍ଦ୍ର ଚୌଧୁରୀ, ବବିତା ପାତ୍ର, ସରିତା ପଣ୍ଡା, ଅନୁ ଚୌଧୁରୀ, ବିଷ୍ଣୁ ପଣ୍ଡା ଓ ପ୍ରସନ୍ନ ସ୍ୱାଇଁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।






