ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡ଼ି ତରଫରୁ ମହାନଗରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ।

YouTube video

ବିଜେଡ଼ି ତରଫରୁ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ମେଡ଼ିକାଲ୍ ଖେଳ ପଡ଼ିଆ, କେସି ହାଇସ୍କୁଲ ଖେଳ ପଡ଼ିଆ ଓ ଠାକୁରାଣୀ ମନ୍ଦିର ନିକଟସ୍ଥ ସାହିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ରାମଚନ୍ଦ୍ର ପଣ୍ଡା, ଶୁନ୍ୟଚନ୍ଦ୍ର ଦାସ, ସଂଜିତ ପାଣିଗ୍ରାହୀ, ଭଗବାନ ଗନ୍ତାୟତ, ଆର୍.ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ଟି.ଗୋପୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, ମମତା ପାତ୍ର, ତ୍ରିପତି ପାତ୍ର, ତେଜେଶ୍ୱର ସ୍ୱାମୀ,ପ୍ରମୋଦ ମହାରଣା, ଜ୍ୟୋତି ରଂଜନ ସାହୁ, ସୋନାଲୀ ଗନ୍ତାୟତ, ମଳୟ ବିଶୋୟୀ, କୈଳାସ ବିଶୋୟୀ, ଚନ୍ଦ୍ର ମୋହନ ସାହୁ, ବୁଡ଼ୁ ପାଢ଼ୀ, ଦଣ୍ଡପାଣୀ ନାୟକ, ଜଗନ୍ନାଥ ପାତ୍ର, ପ୍ରଶାନ୍ତ ପାତ୍ର ଓ କୈଳାସ ପଟନାୟକଙ୍କ ସମେତ ବହୁ ସଦସ୍ୟ ଓ ଅଂଚଳବାସୀ ଏହି ଅବସରରେ ଉପସ୍ଥିତ ଥିଲେ ।