ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୪ତମ ଜୟନ୍ତୀ ଉତ୍ସବ ଗୁରୁବାର ଆସ୍କାରୋଡ଼ ତାଲୁକା ଛକ ନିକଟସ୍ଥ ଗାନ୍ଧି ଗୋପବନ୍ଧୁ ବିଜୁ ଆଶ୍ରମଠାରେ ପାଳିତ

YouTube video

ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୪ତମ ଜୟନ୍ତୀ ଉତ୍ସବ ଗୁରୁବାର ଆସ୍କାରୋଡ଼ ତାଲୁକା ଛକ ନିକଟସ୍ଥ ଗାନ୍ଧି ଗୋପବନ୍ଧୁ ବିଜୁ ଆଶ୍ରମଠାରେ ପାଳିତ ହୋଇଯାଇଛି । ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ସଂଜିତ ପାଣିଗ୍ରାହୀ, ଅନୀଲ ସାହୁ, ଡକ୍ଟର ଭଗବାନ ଗନ୍ତାୟତ, ନିରଂଜନ ଜେନା, ରେଣୁବାଳା ପ୍ରଧାନ, ଦଣ୍ଡପାଣୀ ନାୟକ, ମମତା ବିଶୋୟୀ, ମମତା ସାହୁ, ମମତା ପାତ୍ର ପ୍ରମୁଖଙ୍କ ସମେତ ମଦନ ଦଳେଇ, ଭୃଗୁରାମ ପଣ୍ଡା, ତ୍ରିପତୀ ପାତ୍ର, ଲକ୍ଷ୍ମିପ୍ରୀୟା ପାଢ଼ୀ,ପ୍ରୀୟ ପଟନାୟକ, ପ୍ରଦୀପ ବେହେରା, ଉଦୟ ବେହେରା, ମନ ମୋହନ ରାଉତ, ବଲ୍ଲଭ ପାଣିଗ୍ରାହୀ ଓ ତାରିଣୀ ସାହୁଙ୍କ ସମେତ ବହୁ ବିଜୁ ପ୍ରେମୀ ଓ ଅଂଚଳବାସୀ ଏହି ଅବସରରେ ଉପସ୍ଥିତ ଥିଲେ । ଏଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସହ ଜାତିର ପିତା ମହାତ୍ମାଗାନ୍ଧି ଏବଂ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।