ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଚନ୍ଦ୍ରଚୌଡେ଼ଶ୍ୱର ସ୍ଫଟିକ ଶିବ ମନ୍ଦିରରେ ଭକ୍ତଙ୍କ ଭୀଡ ।

YouTube video

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଚନ୍ଦ୍ରଚୌଡେ଼ଶ୍ୱର ତଥା ସ୍ଫଟିକ ଶିବ ମନ୍ଦିରରେ ଭକ୍ତମାନଙ୍କ ଭୀଡ଼ ଲାଗି ରହିଥିଲା । ଏଠାରେ ଭକ୍ତମାନେ ଲମ୍ବାଧାଡ଼ି କରି ମହାଦେବଙ୍କ ଦର୍ଶନ କରିବା ସହ ଦୀପଦାନ ଓ ପୂଜାର୍ଚ୍ଚନା କରିଥିଲେ । ଭକ୍ତମାନଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ଚନ୍ଦ୍ରଚୌଡେ଼ଶ୍ୱର ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ବନେ୍ଦାବସ୍ତ ଗ୍ରହଣ କରାଯାଇଥିଲା । ଏହି ଅବସରରେ ଏଠାରେ ସ୍ୱତନ୍ତ୍ର ପୂଜା କାର୍ଯ୍ୟକ୍ରମ ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।