ଶିଳ୍ପାଂଚଳ ଓ ଇଂଜିନିୟରିଂ ସ୍କୁଲ ଛକ ପର୍ଯ୍ୟନ୍ତ ରେଲ୍ୱେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜବର ଦଖଲ ଉଛେଦ ଆରମ୍ଭ ।

YouTube video

ବ୍ରହ୍ମପୁର : ଶିଳ୍ପାଂଚଳ ଓ ଇଂଜିନିୟରିଂ ସ୍କୁଲ ଛକ ପର୍ଯ୍ୟନ୍ତ ରେଲ୍ୱେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ଦ୍ୱିତୀୟ ଥର ପାଇଁ ଜବର ଦଖଲ ଉଛେଦ ଆରମ୍ଭ ହୋଇଛି । ରାସ୍ତାର ସମ୍ପ୍ରସାରଣ ପାଇଁ ଏପରି ଉଛେଦ କରାଯାଉଛି । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଠାରେ ପୋଲିସ ମୁତୟନ ରହିଥିଲେ । ଡ୍ରୋଜର ସାହାର୍ଯ୍ୟରେ ଏପରି ଉଛେଦ କରାଯାଇଥିଲା ।