Home Breaking ୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ୧୦ ଜଣ ମୃତ୍ୟୁ ଘଟଣାରେ ସିଲକ ସିଟି...

୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ୧୦ ଜଣ ମୃତ୍ୟୁ ଘଟଣାରେ ସିଲକ ସିଟି ବସ ଡ୍ରାଇଭରକୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ ।

YouTube video

ମେଣ୍ଡ୍ରାଜପୁରଠାରେ ବସ ୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ୧୦ ଜଣ ମୃତ୍ୟୁ ବରଣ ଘଟଣାରେ ସିଲକ ସିଟି ବସ ଡ୍ରାଇଭର ଗଗନ ବିହାରି ନାୟକକୁ ଗିରଫ କରିଛି ଗୋଳନ୍ଥରା ଥାନା ପୋଲିସ । ଘଟଣା ପରେ ଡ୍ରାଇଭର ବସରୁ ଡେଇଁ ଚମ୍ପଟ ମାରିଥିଲା । ଏହି ଘଟଣାରେ ୧୦ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଶିଶୁ, ୫ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି । ସେହିପରି ବହୁ ଯାତ୍ରୀ ଆହତ ହୋଇ ବଂଚିବା ପାଇଁ ସଂଘର୍ଷରତ ଅଛନ୍ତି ।