ସୋମନାଥ ନଗର ଚତୁର୍ଥଗଳିଠାରେ ଶ୍ରୀ ଶ୍ୟାମବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଯାତ୍ରା ଅନୁଷ୍ଠିତ ।

YouTube video

ସୋମନାଥ ନଗର ଚତୁର୍ଥଗଳିଠାରେ ଶ୍ରୀ ଶ୍ୟାମବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏଥିପାଇଁ ପ୍ରଥମ ଦିବସରେ ଚତୃଭୁଜ ଧର୍ମଶାଳାଠାରୁ ଏକ କଳସ ଯାତ୍ରା ଆଯୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଂଚଳର ବହୁ ମହିଳା ଯୋଗ ଦେଇଥିଲେ । ଣ୍ରୀ ଶ୍ୟାମାମିତ୍ର ମଣ୍ଡଳ ଟ୍ରଷ୍ଟର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ ।