Our BerhampurTop StoriesVideo ସିଙ୍ଗାଭରେ ଜୁଲାଇ 6 ରାତିରେ ଘଟିଥିବା ହତ୍ୟା ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି… By Utkal TV News - July 17, 2025 Share FacebookTwitterPinterestWhatsApp ଗୋଲଙ୍ଗଥରା ଥାନା ଅନ୍ତର୍ଗତ ସିଙ୍ଗାୱାଡି ଗାଁରେ ଜୁଲାଇ 6 ରାତିରେ ଘଟିଥିବା ହତ୍ୟା ମାମଲାରେ ପୋଲିସ ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ||