ନିଳାଦ୍ରୀ ବିହାର ଗାୟତ୍ରୀ ମନ୍ଦିରରେ ଗୁରୁ ପୁର୍ଣ୍ଣିମା ପର୍ବ ପାଳିତ ||

YouTube video

ନିଳାଦ୍ରୀ ବିହାର ଗାୟତ୍ରୀ ମନ୍ଦିରରେ ଗୁରୁ ପୁର୍ଣ୍ଣିମା ପର୍ବ ପାଳିତ, ଅଖଣ୍ଡ ଜପ, ପ୍ରଭାତ ଫେରୀ, ଯଜ୍ଞ, ଦେବ ପୂଜନ, ଗୁରୁଗୀତା ପାଠ ଓ ଗୁରୁଜ୍ଞାନ ସମ୍ବନ୍ଧୀୟ ଚର୍ଚ୍ଚା ଅନୁଷ୍ଠିତ ||