ଫ୍ଲିପ୍‌କାର୍ଟ ଗ୍ରୋସରୀ କମ୍ପାନୀ ବିରୋଧରେ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ ||

YouTube video

ଫ୍ଲିପ୍‌କାର୍ଟ ଗ୍ରୋସରୀ କମ୍ପାନୀ ବିରୋଧରେ ଉକ୍ତ ସଂସ୍ଥାରେ କାମ କରୁଥିବା ୨୫ରୁ ଅଧିକ କର୍ମଚାରୀ ତାଙ୍କ ନାମରେ ଋଣ କରାଯାଇଥିବା ନେଇ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ ||