ଦିଗପହଣ୍ଡି ନିକଟସ୍ଥ ଉସ୍ତେପାଲି ଗାଁରେ ଝାଡ଼ା ରୋଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ||

YouTube video

ଦିଗପହଣ୍ଡି ନିକଟସ୍ଥ ଉସ୍ତେପାଲି ଗାଁରେ ଝାଡ଼ା ରୋଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, 20 ରୁ ଅଧିକ ଲୋକ ଆକ୍ରାନ୍ତ, ଗୁରୁତର ଅବସ୍ଥାରେ 10 ଜଣଙ୍କୁ ବ୍ରହ୍ମପୁର ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତରିତ ||