ବ୍ରହ୍ମପୁର ଜିଲ୍ଲା ପୋଲିସ ଦ୍ୱାରା ହୋମଗାର୍ଡ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ||

YouTube video

ବ୍ରହ୍ମପୁର ଜିଲ୍ଲା ପୋଲିସ ଦ୍ୱାରା ହୋମଗାର୍ଡ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି, ୧୨ ଟି ପୋଲିସ ଷ୍ଟେସନ ପାଇଁ ୧୦୫ ଜଣ ହୋମଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ ହେଉଛି ||